ଲଗାଣ ବର୍ଷାରେ ୩ ବଖରା କଚ୍ଚାଘର ଭୁଶୁଡ଼ିଲା : ଦୁଇ ଛେଳି ମୃତ , ୨ ଗୁରୁତର

ଧଉଳି : ଲଗାଣ ବର୍ଷାରେ ଭୁବନେଶ୍ବର ବ୍ଲକ ଅଧୀନ ଶିଶୁପାଳଗଡ଼ ଗ୍ରାମ ମଙ୍ଗଳା ସାହିର ଗୁନ କାଣ୍ଡି ପ୍ରଭାବିତ ହୋଇଛନ୍ତି। ତାଙ୍କର ୩ ବଖରା କଚ୍ଚାଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।ଗୁନଙ୍କର ଦୁଇବଖରା ଚଳଣି ମାଟିଘର ସହିତ ଆଉ ବଖରାଏ ଗୁହାଳ ଭାଙ୍ଗିଯାଇଛି। ବର୍ଷାରେ ଭିଜିଯାଇଥିବା ଗୁହାଳ ଘର ମାଟିକାନ୍ଥ ଆଜି ଭୋର ସମୟରେ ହଠାତ ଭୁଶୁଡ଼ି ପଡ଼ିବାରୁ ଦୁଇଟି ଛେଳିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଦୁଇଟି ଛେଳି ଗୁରୁତର … Continue reading ଲଗାଣ ବର୍ଷାରେ ୩ ବଖରା କଚ୍ଚାଘର ଭୁଶୁଡ଼ିଲା : ଦୁଇ ଛେଳି ମୃତ , ୨ ଗୁରୁତର